In this video we have talked to a fish farmer who is doing fish farming very well. He has given a lot of knowledge about how 35 quintals of fish can be produced from one pond. He says that everybody does fish farming but those who do fish farming using scientific methods get more profit. For more information, watch the video from start to end.
ଏହି ଭିଡ଼ିଓରେ ଆମେ ଜଣେ ମାଛ ଚାଷୀଙ୍କ ସହ କଥା ହୋଇଛୁ ଯିଏ ଦୀର୍ଘ ଦିନ ଧରି ମାଛ ଚାଷ କରୁଛନ୍ତି । ସେ ଗୋଟିଏ ପୋଖରୀରୁ କିପରି ୩୫ କ୍ୱିଣ୍ଟାଲ ମାଛ ଉତ୍ପାଦନ କରାଯାଇପାରିବ ସେ ବିଷୟରେ ଅନେକ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ସମସ୍ତେ ପାରମ୍ପରିକ ଭିତ୍ତିରେ ମାଛ ଚାଷ କରୁଛନ୍ତି କିନ୍ତୁ ଯେଉଁମାନେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କରିବେ ସେମାନେ ଅଧିକ ଲାଭବାନ ହୋଇପାରିବେ । ମାଛ ଚାଷ ସମ୍ବନ୍ଧରେ ଅଧିକ ସୂଚନା ପାଇଁ ଏହି ଭିଡ଼ିଓ ଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।
#fishfarming #efarmingodisha #fishing #fish
—————————————————————————–
—————————————————————————–
👉 E-farming AgroKart 👈
🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴
WhatsApp- 🪀8895875885, 8260661290
👉 Official Youtube Channel :- https://youtube.com/@efarmingagrokart
👉 Location:- https://maps.app.goo.gl/HEyAwjgdNEHng1hZ6
—————————————————————————–
—————————————————————————–
👉 E-Farming Odisha 👈
ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ ।
WhatsApp- 🪀 8596888646 (Official Use Only)
………. ଧନ୍ୟବାଦ ……….
source